ମଲ୍ଲୀ ନିଶ୍ୱାସ ଏ ଜୀବନ ପବନ ରାତି ନିଃଶବ୍ଦତାରେ ହୃଦୟର ଉଶ୍ୱାସ ଏ ଜୀବନ ପରୀକ୍ଷାମୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପୁଣି ପରୀକ୍ଷା। ସାତ ସୁରେ ବନ୍ଧା ଏ ଜୀବନ ସଙ୍ଗୀତ ହାଲକା କରେ ମନ। ଜୀବନ ଫୁଲ ଜୀବନ ଧୂପ ଜୀବନ ଶବଦ ଜୀବନ ପାଣି ଫୋଟକା ଜୀବନ ନଦୀ

Oriya ଜୀବନ ଏ ଜୀବନ Poems